Jump to content

ଧାରିଣୀ

ଉଇକିଅଭିଧାନ‌ରୁ

ଧାରିଣୀ

ଉଚ୍ଚାରଣ

[ସମ୍ପାଦନା]
(ଧାରୀ—ପୁଂ)
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ. (ଧୃ ଧାତୁ+ଇନ୍+ସ୍ତ୍ରୀ. ଈ)

[ସମ୍ପାଦନା]

ଧାରଣକର୍ତ୍ତ୍ରୀ — Holding; bearing.

(ଯଥା—କରଙ୍କଧାରିଣୀ; ଗର୍ଭଧାରଣୀ)

[ ଦ୍ର—ଏ ଅର୍ଥରେ 'ଧାରିଣୀ' ଶବ୍ଦ ସହିତ ଯୁକ୍ତ ହୋଇ ବ୍ୟବହୃତ ହୁଏ]

=== ସଂସ୍କୃତ - ବିଶେଷ୍ୟ -

୧. ଧରଣୀ; ପୃଥିବୀ —୧. The earth.
୨. ଶିମିଳିଗଛ —୨. The silk-cotton tree.
୩. କାଳିଦାସ କୃତ 'ମାଳବିରାଗ୍ନିମିତ୍ର' ନାଟକର ରାଜା ଅଗ୍ନିମିତ୍ରଙ୍କ ପାଟରାଣୀ —୩. The name of the' heroine (queen) of Kāḻidāsa's drama of Māḻabikāgnimitra.