Jump to content

ଧାରୀ

ଉଇକିଅଭିଧାନ‌ରୁ

ଧାରୀ

ଉଚ୍ଚାରଣ

[ସମ୍ପାଦନା]
(ଧାରିଣୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷଣ - (ଧୃ ଧାତୁ+ଇନ୍)

[ସମ୍ପାଦନା]
୧. ଯେ ଧାରଣ କରେ; ଧାରଣକାରୀ —୧. One sho holds; holding.

[ଦ୍ରଷ୍ଟବ୍ୟ —ଏହ ଅର୍ଥରେ ଅନ୍ୟ ଶବ୍ଦ ସହ ବ୍ୟବହୃତ ହୁଏ]

୨. ଧାରାଳ; ଦାଢୁଆ —୨. Sharp—edged.
୩. ଋଣୀ —୩. Indebted.

ସଂସ୍କୃତ - ବିଶେଷ୍ୟ -

[ସମ୍ପାଦନା]
୧. ପୀଲୁବୃକ୍ଷ —୧. A kind of tree; pilu tree; Salvadora Persica.

[ଦ୍ରଷ୍ଟବ୍ୟ —ଏହାର କାଠ କୋମଳ ଓ ଈଷ୍ତ ପୀତ; ଫଳ ପାଚିଲେ ନାଲି ଦିଶେ ଏହା ସିନ୍ଧୁ ଓ ପଞ୍ଜାବରେ ଜନ୍ମେ]

୨. ଦେଣଦାର୍; ଅଧମର୍ଣ୍ଣ —୨. Debtor.