Jump to content

ଧାରୁଆ

ଉଇକିଅଭିଧାନ‌ରୁ

ଧାରୁଆ

ଉଚ୍ଚାରଣ

[ସମ୍ପାଦନା]
(ଧାରେଈ—ସ୍ତ୍ରୀ) 

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ - ଫୁ. (ସଂସ୍କୃତ - ଧୃ ଧାତୁ)

[ସମ୍ପାଦନା]

ଋଣୀ; କରନ୍ଦଦାର୍ — ୧. Indebted.

୨. ଯେ କାଳିରେ ସଉଦା ନିଏ — ୨. One who takes things on credit.
୩. (ସଂସ୍କୃତ - ଧାର=ଦାଢ଼)—ଦାଢୁଆ — ୩. Sharp-edged.