Jump to content

ଧାର୍ତ୍ତରାଷ୍ଟ୍ର

ଉଇକିଅଭିଧାନ‌ରୁ

ଧାର୍ତ୍ତରାଷ୍ଟ୍ର

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୃତ୍ରରାଷ୍ଟ୍ର+ଅପତ୍ୟାର୍ଥରେ ଅ)

[ସମ୍ପାଦନା]
୧. ଧୃତରାଷ୍ଟ୍ରରାଜାଙ୍କ ପୁତ୍ର — ୧. The sons of Dhṛutarāshṭra.

[ଦ୍ରଷ୍ଟବ୍ୟ —ଏହାଙ୍କର ଦୁର୍ଯ୍ୟୋଧନ, ଦୁଃଶାସନଆଦି ୧ ପୁତ୍ର ଥିଲେ]

୨. ଧୃତରାଷ୍ଟ୍ର ନାମକ ନାଗରଙ୍କ ପୁତ୍ର; କଦ୍ରୁ ପୁତ୍ର — ୨. The sons Kadru (a she-serpent)
୩. ଗେଡ଼ୀହଂସ; କୃଷ୍ଣବର୍ଣ୍ଣ ଚଞ୍ଚୁ ଓ ଚରଣଯୁକ୍ତ ହଂସ ବିଶେଷ —୩. Black-footed goose; black legged and black-billed gander.

ହଂସେ ଧାର୍ତ୍ତୃରାଷ୍ଟ୍ର ହସ୍ତୀରେ ଐରାବତ କୃଷ୍ଣସିଂହ, ମହାଭାରତ. ବିରାଟ