Jump to content

ଧାର୍ମିଣ

ଉଇକିଅଭିଧାନ‌ରୁ

ଧାର୍ମିଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧର୍ମିଣ+ ସମୂହାର୍ଥେରେ ଅ; ଅଥବା ଧର୍ମ+ଇଣ)

[ସମ୍ପାଦନା]
୧. ଧାର୍ମିକ ସମୂହ — ୧. A number of pious men.
୨. ଧାର୍ମିକମାନଙ୍କର ସଭା ବା ମିଳନ — ୨. An assemblage of pious men.