ଧାର୍ଯ୍ୟ
ଦେଖଣା
ଧାର୍ଯ୍ୟ
ଉଚ୍ଚାରଣ
[ସମ୍ପାଦନା](ଧାର୍ଯ୍ୟ—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ସଂସ୍କୃତ - ବିଶେଷଣ - (ଧୃ ଧାତୁ +କର୍ମ. ଯ)
[ସମ୍ପାଦନା]- ୧. ଧାରଣୀୟ; ଧାରଣଯୋଗ୍ୟ; ବହନୀୟ —୧. Fit to be held or borne.
- ୨. ସ୍ଥିରୀକାର୍ଯ୍ୟ; ଅବଧାରଣୀୟ — ୨. Fit to be fixed or settled.
- ୩. ପିନ୍ଧିବା ଯୋଗ୍ୟ —୩. Fit to be worn.
- ୪. ମନରେ ରହିବା ଯୋଗ୍ୟ; ସ୍ମରଣୀୟ — ୪. Fit to borne in mind.
- ୫. ସହିବା ଯୋଗ୍ୟ —୫. Fit to be suffered.
ସଂସ୍କୃତ - ବିଶେଷ୍ୟ - ପୁଂ. (ଧା ଧାତୁ+ଯ ; ନିପାତନ)
[ସମ୍ପାଦନା]- ୧. ପୁରୋହିତ — ୧. A priest.
- ୨. ଲୁଗାପ଼ଟା; ବସ୍ତ୍ର —୨. Clothes; garments.
ଅନୁବାଦ
[ସମ୍ପାଦନା]ଧାର୍ଯ୍ୟ
|
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଚିରସ୍ଥାୟୀ —୧. Permanents.
(ଯଥା—ତତେ ଏ ପୁଅ ଧାର୍ଯ୍ୟ ହେଉ)
- ୨. ସ୍ଥିରୀକୃତ୍; ନିର୍ଦ୍ଧାରିତ —୨. Fixed; settled.