Jump to content

ଧାର୍ଯ୍ୟ କରିବା

ଉଇକିଅଭିଧାନ‌ରୁ

ଧାର୍ଯ୍ୟ କରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରିୟାପଦ -

[ସମ୍ପାଦନା]
୧. ନିର୍ଦ୍ଧାରଣ କରିବା — ୧. To resolve.
୨. ସ୍ଥିର କରିବା — ୨. To settle; to fix or appoint.
୩. ନିର୍ଦ୍ଧାରିତ କରିବା — ୩. To assess rent or tax.