Jump to content

ଧାରୟିତା

ଉଇକିଅଭିଧାନ‌ରୁ

ଧାରୟିତା

ଉଚ୍ଚାରଣ

[ସମ୍ପାଦନା]
(ଧାରୟିତ୍ରୀ—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଧୃ ଧାତୁ ଣିଚ୍=ଧାରି ଧାତୁ+କର୍ତ୍ତୃ. ତୁ; ୧ମା ୧ବ)

[ସମ୍ପାଦନା]

ଧାରକ; ଧାରଣକର୍ତ୍ତା —Holding; sustaining; bearing.