Jump to content

ଧାସ

ଉଇକିଅଭିଧାନ‌ରୁ

ଧାସ

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧ୍ନା ଧାତୁ)

[ସମ୍ପାଦନା]
୧. ଉତ୍ତାପ; ନିଆଁ ବା ଖରାର ତେଜ — ୧. Heat; glare; blaze.

(ଯଥା—ନିଆଁ ଧାସ ଭାରି କାଟୁଛି)

୨. (ଲକ୍ଷଣାର୍ଥ) ପ୍ରଭାବ — ୨. (fugurative) Power; influence.