Jump to content

ଧା଼ଡ଼ି ପାଠ

ଉଇକିଅଭିଧାନ‌ରୁ

ଧା଼ଡ଼ି ପାଠ

ଉଚ୍ଚାରଣ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧାଡ଼ି+ପାଠ)

[ସମ୍ପାଦନା]

ଚାଟଶାଳୀରେ ଖଡ଼ିରେ ଚାରି ଧାଡ଼ିରେ ଓଡ଼ିଆ ବର୍ଣ୍ଣମାଳା ଲେଖି ଶିଶୁମାନେ ପଢ଼ିବା ପାଠ —Learning of the Oria alphabets in village schools (by writing them down in ୪ lines.

[ଦ୍ରଷ୍ଟବ୍ୟ —ଚାହାଳୀରେ ବାଳକମାନେ ଓଡ଼ିଆ ବର୍ଣ୍ଣମାଳାକୁ ଚାରୋଟି ଧାଡ଼ିରେ ଲେଖି ଶିଖନ୍ତି

୧ମ ଧାଡ଼ି—ସ୍ୱରବର୍ଣ୍ଣ, ୧୪:ଟି

୨ୟ ଧାଡ଼ି—ବ୍ୟଞ୍ଜନବର୍ଣ୍ଣ କ ଠାରୁ ଠ, ୧୨:ଟି

୩ୟ ଧାଡ଼ି—ଡ ଠାରୁ ଭ, ୧୨:ଟି

୪ର୍ଥ ଧାଡ଼ି—ମ ଠାରୁ କ୍ଷ ଓ ଅନୁସ୍ୱାର, ବିସର୍ଗ, ଚନ୍ଦ୍ରବିନ୍ଦୁ, ୧୩:ଟି ]