ଧିଆଇବା
ଦେଖଣା
ଧିଆଇବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ) କ୍ରି. (ସଂସ୍କୃତ - ଧୈ ଧାତୁ ଧ୍ୟାନ କରିବା)
[ସମ୍ପାଦନା]- ୧. ଧାଇବା; ଧ୍ୟାନ କରିବା — ୧. To contemplate.
- ୨. ସର୍ବଦା ଚିନ୍ତା କରିବା —୨. To brood over.
- ୩. ସ୍ମରଣ; କରିବା ମନେ ପକାଇବା — ୩. To remember; to recell to mind; to recollect.
ଚନ୍ଦ୍ରମା, ପ୍ରଭାତେ ଭାବ ଧିଆଇବି—ଭଞ୍ଜ. ପ୍ରେମସୁଧାନିଧି