ଧିଆନ
ଦେଖଣା
ଧିଆନ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - (ପଦ୍ୟ)ବି (ସଂସ୍କୃତ - ଧ୍ୟାନ)
[ସମ୍ପାଦନା]- ୧. ଧ୍ୟାନ; ମନନ — ୧. Contemplation.
- ୨. ସର୍ବଦା ଚିନ୍ତା କରିବା; ସ୍ମରଣ — ୨. Harping upon; brooding over;p remembering.
କହେ ମୋ ଆନ ନାହିଁ ଧିଆନ ତୋ ବିନ, ଆନ ଗୋରୀ—ଭଞ୍ଜ. ପ୍ରେମସୁଧାନିଧି
- ୩. ଏକାଗ୍ର ମନୋନିବେଶ; ମନର ଏକାଗ୍ରତା — ୩. Concentrated attention.
ଅଛି ତିହଁରେ ଧିଆନ, ସିଦ୍ଧି କରି ନ ପାରଇ କର୍ମବଳୁ ଆନ— ଭଞ୍ଜ,. କୋଟୀବ୍ରହ୍ମାଣ୍ଡସୁନ୍ଦରୀ
- ୪. (ସଂସ୍କୃତ - ଧି=ବୃଦ୍ଧି+ଓ ଅନ=ଅନ୍ୟ)ଅନ୍ୟ ବିଷୟରେ ବୁଦ୍ଧି ବା ମନ —୪. Mind devoted to any other matter.
ଅଛି ଧ୍ଆନରେ ବାଳା ନାହିଁ ଧିଆନରେ—ସଙ୍ଗୀତ