Jump to content

ଧିକ୍

ଉଇକିଅଭିଧାନ‌ରୁ

ଧିକ୍

ଉଚ୍ଚାରଣ

[ସମ୍ପାଦନା]

=== ସଂସ୍କୃତ - ଅ (ସଂସ୍କୃତ - ଧି. ଧାତୁ କିମ୍ୱା ଧିକ୍ ଧାତୁ=ପ୍ରହାର କରିବା+ଇକ)

ଛି! ହା ଧିକ୍! —(interjection) Fie.

[ଦ୍ରଷ୍ଟବ୍ୟ —ନିନ୍ଦା, ଅବଜ୍ଞା, ଲଜ୍ଜା, ଭତ୍ସନା, ଘୃଣା, ଅନାଦର ଆଦି ଅର୍ଥରେ ବ୍ୟବହୃତ; ଯେଉଁ ବ୍ୟକ୍ତି ବା ବସ୍ତୁ ପ୍ରତି 'ଧିକ୍' ଶବ୍ଦ ବ୍ୟବହାର କରାଯାଏ ଉକ୍ତ ବ୍ୟକ୍ତି ବା ବସ୍ତୁଠାରୁ ୨ୟା ବିଭକ୍ତି ହୁଏ ଯଥା—ତାକୁ ଧିକ୍; ଦାସବୃତ୍ତକୁ ଧିକ]



ଧିକ୍

  • (file)

ଉଚ୍ଚାରଣ

[ସମ୍ପାଦନା]

(ଧିକ୍ ଧିକ୍କ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ଅ. (ସଂସ୍କୃତ - ଧିକ୍)

[ସମ୍ପାଦନା]
୧. ଧିକ୍ (ଦେଖ) - ୧. Dhik (See)

ତା ଦେଖି ରାଜାଙ୍କର ତୁଲେ ସଭା ଲୋକ; ମନେ ଦୁର୍ଯ୍ୟୋଧନ ବୋଇଲେ ଧିକ ଧିକ କୃଷ୍ଣସିଂହ. ମହାଭାରତ. ସଭା


୨. ନିନ୍ଦିତ; ଘୃଣିତ —୨. Hateful.

ମାତୃହୀନ ଶଶା ଜୀବନ; ତା ଜୀବନଟା ଧିକ ଢ଼ଗ

୩. ନ୍ୟୁନ; ଉଣା; ଅଳ୍ପ —୩. Small; little.

ବିଚାରେ ଅଧିକ ଏହି, ବୁଧେ ତାକୁ ଧିକେ କହି ଭଞ୍ଜ. ବୈଦେହୀଶବିଳାସ