Jump to content

ଧିଙ୍ଗାସ

ଉଇକିଅଭିଧାନ‌ରୁ

ଧିଙ୍ଗାସ

ଉଚ୍ଚାରଣ

[ସମ୍ପାଦନା]

(ଝିଙ୍ଗାସ—ଅନ୍ୟରୂପ)

  • (file)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧିକ୍ ଓ ଭାଷଣ)

[ସମ୍ପାଦନା]
୧. ଭର୍ତ୍ସନା; ଧିକ୍କାର — ୧. Abuse; reproach.
୨. ଅପ୍ରୀତି —୨. Displeasure.