ଧିମା
ଦେଖଣା
ଧିମା
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷଣ - (ସଂସ୍କୃତ - ଧୀର; ସଂସ୍କୃତ - ମଧ୍ୟମ; ଅଧମ)
[ସମ୍ପାଦନା]- ୧. ଅତି ଧୀର — ୧. Very slow.
- ୨. କାର୍ଯ୍ୟରେ ହେଳାଯୁକ୍ତ ବା ଢିଲା; ଯେ ଅତି ଧୀରେ ଧୀରେ କାମ କରେ; ସୁସ୍ଥୀ —୨. Tardy; lazy.
- ୩. ମନ୍ଦଗତିବିଶିଷ୍ଟ —୩. Of a very slow motion.
- ୪. କ୍ଷୀଣ; ନୀଚ (ସ୍ୱର) —୪. Low (sound.)