Jump to content

ଧିରତି

ଉଇକିଅଭିଧାନ‌ରୁ

ଧିରତି

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - (ସଂସ୍କୃତ - ଧୃତି)

[ସମ୍ପାଦନା]

ଧୃତି; ଧୈର୍ଯ୍ୟ — Patience.

ଧନ୍ୟ ଏ ସୁନ୍ଦର ଦୁଇ ମୁରତି ଏବେ ସେ ଏହାଙ୍କ ମନ ଧିରତି ପ୍ରାଚୀ. ରହସ୍ୟମଞ୍ଜରୀ