ଧିଷ୍ଠ
ଦେଖଣା
ଧିଷ୍ଠ
ଉଚ୍ଚାରଣ
[ସମ୍ପାଦନା]ଧିଷ୍ଟ୍ୟ, ଧିଷ୍ଣ୍ୟଅନ୍ୟରୂପ
ସଂସ୍କୃତ - ବିଶେଷ୍ୟ - (ବିଷ୍ ଧାତୁ= ପ୍ରଗଳଭ କରିବା+କର୍ମ ତ+ଥ)
[ସମ୍ପାଦନା]- ୧. ସ୍ଥାନ —୧. Place; site; seat.
- ୨. ଯଜ୍ଞଶାଳା —୨. A place for the sacrificial fire.
- ୩. ବାସସ୍ଥାନ; ଗୃହ — ୩. House; room; abode; residence.
- ୪. ବଳ —୪. Power; strength.
- ୫. ନକ୍ଷତ୍ର —୫. Star; asterism (Apte).
- ୬. ଅସୁରଗୁରୁ; ଶୁକ୍ରାଚାର୍ଯ୍ୟ — ୬. Ṡukrāchārj̄ya, the preceptor of the demons.
- ୭. ଶୁକ୍ରଗ୍ରହ —୭. The planet Venus.
- ୮. ଅଗ୍ନି —୮. Fire.
- ୯. ଉଳ୍ଲା —୯. Meteor.
- ୧. ଶକ୍ତି (ହିନ୍ଦୀ - ଶବ୍ଦସାଗର) —୧୦. Power; might.
ସଂସ୍କୃତ - ବିଶେଷଣ -
[ସମ୍ପାଦନା]ପ୍ରଶଂସାର୍ହ; ପ୍ରଶଂସାପତ୍ର — Worthy of high praise.