Jump to content

ଧି (ଧାତୁ)

ଉଇକିଅଭିଧାନ‌ରୁ

ଧି (ଧାତୁ)

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ -

[ସମ୍ପାଦନା]
୧. ଧାରଣ କରିବା — ୧. To hold; to possess.

[ଦ୍ରଷ୍ଟବ୍ୟ —ଜଳଧି, ଅମ୍ୱୁଧି, ବାରିଧି, ଲକ୍ଷୁଧି ଆଦି ଶବ୍ଦ ଏହି ଅର୍ଥରେ ଉକ୍ତ ଧାତୁରୁ ନିଷ୍ପନ୍ନ]

୨. ଖୁସି କରିବା; ସନ୍ତୁଷ୍ଟ କରିବା — ୨. To please; to satisfy.
୩. ନିନ୍ଦା କରିବା —୩. to blame.