Jump to content

ଧୀଗୁଣ

ଉଇକିଅଭିଧାନ‌ରୁ

ଧୀଗୁଣ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (୬ ଷ୍ଠୀ ତତ୍; ଧୀ+ଗୁଣ)

[ସମ୍ପାଦନା]

ଧୀଶକ୍ତି; ବୁଦ୍ଧିଶକ୍ତି — Intellectual qualities.

[ ଦ୍ର—ଧୀ ବା ବୁଦ୍ଧିର ଗୁଣ ଅଷ୍ଟବିଧ; ଯଥା—ଶୁଶ୍ରୂଷା, ଶ୍ରବଣ, ଗ୍ରହଣ, ଧାରଣ, ଊହ ବା ତର୍କ, ଉପୋହ, ଅର୍ଥବିଜ୍ଞାନ ଓ ତତ୍ତ୍ୱଜ୍ଞାନ ]