ଧୀତ
ଦେଖଣା
ଧୀତ
ଉଚ୍ଚାରଣ
[ସମ୍ପାଦନା]ସଂସ୍କୃତ - ବିଶେଷଣ - (ଧେ ଧାତୁ= ପାନ କରିବା+କର୍ମ. ତ)
[ସମ୍ପାଦନା]- ୧. ପୀତ; ଯାହା ପାନ କରାଯାଇ ଅଛି; ଯାହାକୁ ଶୋଷା ଯାଇଅଛି —୧. Drunk; sucked.
- ୨. ଧ୍ୟାତ; ଯାହା ବିଷୟରେ ଧ୍ୟାନ ବା ଚିନ୍ତା କରାଯାଇ ଅଛି — ୨. Reflected upon; thought about.
- ୩. ଉପଶାନ୍ତ; ଶମିତ —୩. Propitiated.
- ୪. ଆରାଧୀତ (ପ୍ରକୃତିବାଦ) ୪. worshipped; adored.
- ୫. ଅନାଦୃତ —୫. Slighted; disregarded.