Jump to content

ଧୀବରୀ

ଉଇକିଅଭିଧାନ‌ରୁ

ଧୀବରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ (ଧୀବର+ସ୍ତ୍ରୀ. ଇ)

[ସମ୍ପାଦନା]
୧. କେଉଟୁଣୀ — ୧. Fishwoman.
୨. ମାଛ ମାରିବା ତେଣ୍ଟା —୨. A harpoon for catching fish. (Apte)
୩. ଖାଳୋଇ; ମାଛ ରଖିବା ଟୋକେଇ —୩. Fisherman's basket; fish-basket. (Apte)