ଧୀବା
(ଧୀବରୀ—ସ୍ତ୍ରୀ)
=== ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଧୃ ଧାତୁ=କତ୍ତୃ. ବନ୍; =ଧୀବନ୍ ଶବ୍ଦ ୧ମା. ୧ବ.)
ଧୀବର; କେଉଟ —Fisherman.