Jump to content

ଧୀମନ୍ତ୍ରୀ

ଉଇକିଅଭିଧାନ‌ରୁ

ଧୀମନ୍ତ୍ରୀ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୀ+ମନ୍ତ୍ରୀ)

[ସମ୍ପାଦନା]
୧. ପରାମର୍ଶଦାତା; ମନ୍ତ୍ରୀ —୧. A minister for counsel; consulting minister.

[ ଦ୍ର—ଯେଉଁ ମନ୍ତ୍ରୀ ରାଜାଙ୍କୁ ପରାମର୍ଶ ଦିଅନ୍ତି ତାଙ୍କୁ ଧୀମନ୍ତ୍ରୀ ଓ ଯେ କର୍ମ କରନ୍ତି ତାଙ୍କୁ କର୍ମମନ୍ତ୍ରୀ ବା କର୍ମସଚିବ ବୋଲା ଯାଏ — (Apte) ]

୨. ବିଜ୍ଞ ବା ଦୂରଦର୍ଶୀ ପରାମଶଦାତା —୨. A wise or prudent advisor.