ଧୀର

ଉଇକିଅଭିଧାନ‌ରୁ

ବିଶେଷ୍ୟ (ସଂସ୍କୃତ)[ସମ୍ପାଦନା]

  • ଜାଫ୍ରାନ; କୁଙ୍କୁମ
  • ସମୁଦ୍ର
  • ଋଷଭ ନାମକ ଔଷଧି ଗୁଳ୍ମ
  • ଚିଦାତ୍ମା
  • ବଳିରାଜା
  • ବୁଦ୍ଧଦେବ

ବିଶେଷଣ (ସଂସ୍କୃତ)[ସମ୍ପାଦନା]

  • ଧୈର୍ଯ୍ୟଶାଳୀ; ସହିଷ୍ଣୁ
  • ପଣ୍ତିତ; ବିଦ୍ଵାନ
  • ସାହାସୀ
  • ସମର୍ଥ
  • ବୁଦ୍ଧିମାନ
  • ଅଧ୍ୟବସାୟୀ
  • ଗମ୍ଭୀର
  • ଅନୁଦ୍ଧତ; ଶାନ୍ତ
  • ସ୍ଥିର; ଅଟଳ
  • ବିଳମ୍ବିତ; ଅଦୃତ
  • ମନୋହର
  • ଅଳସୁଆ; ସୁସ୍ଥୀ
  • ସାରବାନ୍
  • ଅନୁଚ୍ଚ ସ୍ଵରଯୁକ୍ତ
  • ଦୂରଦୃଷ୍ଟିଯୁକ୍ତ; ଜ୍ଞାନୀ
  • ପ୍ରାଶାନ୍ତଚେତାଃ
  • ତେଜସ୍ଵୀ; ଶକ୍ତିଶାଳୀ
  • ଚତୁର
  • ଗମ୍ଭୀର; ଉଚ୍ଚୈଃସ୍ଵରଯୁକ୍ତ ଓ କିଛିକାଳବ୍ୟାପୀ
  • ସୁପରିଚାଳିତ; ସୁଆଚରିତ
  • ଏକଜିଦିଆ
  • ଅଟଳପ୍ରତିଜ୍ଞ
  • ସ୍ଥାୟୀ; ବହୁକାଳସ୍ଥାୟୀ
  • ଅପରିବର୍ତ୍ତନୀୟ
  • କାବ୍ୟାଦିର ନାୟକମାନଙ୍କର ଶ୍ରେଣୀବିଶେଷ

ବିଶେଷ୍ୟ (ଦେଶଜ)[ସମ୍ପାଦନା]

  • କ୍ଷତ୍ରିୟମାନଙ୍କ ଉପାଧିବିଶେଷଧୀର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

(ଧୀରି; ଧୀରିକ(କି)ରି—ଅନ୍ୟରୁପ)

  • (file)
  • (file)

ସଂସ୍କୃତ - କ୍ରି. ବିଶେଷଣ - (ସଂସ୍କୃତ - ଧୀରଂ)[ସମ୍ପାଦନା]

ଧୀରେ (ଦେଖ) - Dhīre (See)



ଧୀର

ଓଡ଼ିଆ[ସମ୍ପାଦନା]

ଉଚ୍ଚାରଣ[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୀ+ରା ଧାତୁ=ଗ୍ରହଣ କରିବା+କର୍ତ୍ତୃ. ଅ)[ସମ୍ପାଦନା]

୧. ଜାଫ୍ରାନ; କୁଙ୍କୁମ —୧. Saffron.
୨. ସମୁଦ୍ର —୨. The ocean.
୩. ଋଷଭ ନାମକ ଔଷଧି ଗୁଳ୍ମ — ୩. A herb called Rishava.
୪. ଚିଦାତ୍ମା —୪. Thinking soul. (Apte)
୫. ବଳିରାଜା —୫. King Bali.
୬. ବୁଦ୍ଧଦେବ —୬. The Buddha.
(ଧୀରା—ସ୍ତ୍ରୀ) 

(ଧୀରତା, ଧୀରତ୍ୱ, ଧୈର୍ଯ୍ୟ—ବି)

ସଂସ୍କୃତ - ବିଶେଷଣ -[ସମ୍ପାଦନା]

୧. ଧୈର୍ଯ୍ୟଶାଳୀ; ସହିଷ୍ଣୁ —୧. Patient; forbearing.

୨ : ପଣ୍ଡିତ; ବିଦ୍ୱାନ —୨. Learned.

୩. ସାହସୀ —୩. Brave; bold; courageous; daring.]
୪. ସମର୍ଥ —୪. Able.
୫. ବୁଦ୍ଧିମାନ୍ —୫. Wise; intelligent; sagacious.
୬. ଅଧ୍ୟବସାୟୀ —୬. Persevering; strong-minded.
୭. ଗମ୍ଭୀର —୭. Grave; sadate; sober; solemn.
୮. ଅନୁଦ୍ଧତ; ଶାନ୍ତ —୮. Mild; tranquil; serene.
୯. ସ୍ଥିର; ଅଟଳ —୯. Calm; steady; staunch; steadfast.
୧. ବିଳମ୍ୱିତ; ଅଦ୍ରୁତ —୧୦. Slow; gentle.

(ଯଥା—ଧୀର ସମୀରଣ)

୧୧. ମନୋହର —୧୧. Nice; charming; pleasing.
୧୨. ଅଳସୁଆ; ସୁସ୍ଥୀ —୧୨. Lazy; idle, dull.
୧୩. ସାରବାନ୍ —୧୩. Worthy; meritorious.
୧୪. ଅନୁଚ୍ଚ ସ୍ୱରଯୁକ୍ତ —୧୪. Having a low sound.
୧୫. ଦୂରଦୃଷ୍ଟିଯୁକ୍ତ; ଜ୍ଞାନୀ —୧୫. Farseeing; prudent.
୧୬. ପ୍ରାଶାନ୍ତଚେତାଃ —୧୬. Sadate; composed.
୧୭. ତେଜସ୍ୱୀ; ଶକ୍ତିଶାଳୀ — ୧୭. Strong; energetic. (Apte)
୧୮. ଚତୁର —୧୮. Clever. (Apte)
୧୯. ଗମ୍ଭୀର, ଉଚ୍ଚୈଃସ୍ୱରଯୁକ୍ତ ଓ କିଛିକାଳବ୍ୟାପୀ (ଶବ୍ଦ) — ୧୯. Deep, grave and loud (sound)
୨. ସୁପରିଚାଳିତ; ସୁଆଚରିତ —୨୦. Well-conducted; well behaved. (Apte)
୨୧. ଏକଜି ଦିଆ —୨୧. Headstrong. (Apte)
୨୨. ଅଟଳପ୍ରତିଜ୍ଞ —୨୨. Resolute; of firm resolve or purpose. (Apte)
୨୩. ସ୍ଥାୟୀ; ବହୁକାଳସ୍ଥାୟୀ — ୨୩. Lasting; durable (Apte)
୨୪. ଅପରିବର୍ତ୍ତନୀୟ —୨୪. Constant (Apte)
୨୫. କାବ୍ୟାଦିର ନାୟକମାନଙ୍କର ଶ୍ରେଣୀବିଶେଷ —୨୫. An epithet of a class of heroes in fiction or romance.

ଦେଶଜ - ବିଶେଷ୍ୟ -[ସମ୍ପାଦନା]

କ୍ଷତ୍ରିୟମାନଙ୍କ ଉପାଧୀବିଶେଷ — A title of Kshatriyas.

[ ଦ୍ର—କଟକ ଜିଲ୍ଲାର ମଧୁପୁର ଓ ବଳରାମପୁର ରାଜବଂଶ ଏହି ଉପାଧୀଧାରୀ ]