Jump to content

ଧୀରଚେତାଃ

ଉଇକିଅଭିଧାନ‌ରୁ

ଧୀରଚେତାଃ

ଉଚ୍ଚାରଣ

[ସମ୍ପାଦନା]

(ଧୀରଚେତା—ଅନ୍ୟରୁପ)

ସଂସ୍କୃତ - ବିଶେଷଣ - (ବହୁବ୍ରୀହି; ଧୀର+ଚେତସ୍; ୧ମା. ୧ବ.)

[ସମ୍ପାଦନା]
୧. ଦୃଢ଼ପ୍ରତିଜ୍ଞ —୧. Firm; resolute.
୨. ସାହସୀ — ୨. Brave; courageous.
୩. ପ୍ରଶାନ୍ତ; ଯେ ତୁରୁତୁରିଆ ନୁହେଁ — ୩. Calm; not hasty.