Jump to content

ଧୀରା

ଉଇକିଅଭିଧାନ‌ରୁ

ଧୀରା

ଉଚ୍ଚାରଣ

[ସମ୍ପାଦନା]
  • (file)

ସଂସ୍କୃତ - ବିଶେଷଣ - ସ୍ତ୍ରୀ (ଧୀର+ସ୍ତ୍ରୀ. ଆ)

[ସମ୍ପାଦନା]
୧. ଧୀରର ସ୍ତ୍ରୀ ଲିଙ୍ଗ — ୧. Feminine of Dhīra (See)
୨. ବ୍ୟଙ୍ଗ୍ୟକୋପ ପ୍ରକାଶିକା (ନାୟକ); ଯେଉଁ ନାୟିକା ନିଜର ନାୟକଠାରେ ଅନ୍ୟ ନାୟିକା ପ୍ରତି ତାଙ୍କର ଆଶକ୍ତିର ଚିହ୍ନ ଓ ଲକ୍ଷଣମାନ ଦେଖି ନିଜର କ୍ରୋଧକୁ ବାହାରେ ପ୍ରକାଶ କରେ ନାହିଁ କିମ୍ୱା ବ୍ୟଙ୍ଗ୍ୟ ସହକାରେ ଆପଣାର ଈର୍ଷାଯୁକ୍ତ ମନୋଭାବ ନାୟକ ନିକଟରେ ପ୍ରକାଶ କରେ — ୨. (a heroine of a romance) Who though jealous of her lover or husband suppresses all manifestations of her resentment in his presence; (a wife) jealous of her husbant but suppressing the outward manifestations of her jealousy; (a wife) who is jealous of her husband but conceals her resentment.

[ ଦ୍ର—ସଂସ୍କୃତ ଓ ଭାରତୀୟ କାବ୍ୟମାନଙ୍କରେ ଆପଣା ନାୟକଙ୍କ ଦେହରେ ଅନ୍ୟ ନାୟିକାର ସଙ୍ଗମସୂଚକ ଚିହ୍ନ ଦେଖି କିମ୍ୱା ନାୟକ ଅନ୍ୟ ସ୍ତ୍ରୀଠାରେ ଆସକ୍ତ ହେବା ବିଷୟ ଜାଣି ବା ସନ୍ଦେହ କରି ଯେଉଁ ନାୟିକା ଇର୍ଷ୍ୟାପରବଶା ହୋଇ ନାୟକଙ୍କ ପ୍ରତି କୂପିତ ହୁଏ, କିନ୍ତୁ ନିଜର କୋପକୁ ପ୍ରକାଶ କରେ ନାହିଁ ଏପରି ନାୟିକାକୁ ଧୀରା ନାୟିକା ଓ ଯେଉଁ ନାୟିକା ବେଳେ ବେଳେ କୋପ ସମ୍ୱରଣ କରେ ଓ ବୋଳେ ବେଳେ କୋପ ପ୍ରକାଶ କରେ ତାକୁ ଧୀରା ଧୀରା ନାୟିକା ବୋଲାଯାଏ]

=== ସଂସ୍କୃତ - ବିଶେଷ୍ୟ - (ବୈଦ୍ୟକ)

ଗୁଳୁଚି (ହିନ୍ଦୀ - ଶବ୍ଦସାଗର) (ଦେଖ) - ୧. Guḻuchi (See)

୨. କାକୋଳି (ହିନ୍ଦୀ - ଶବ୍ଦସାଗର) (ଦେଖ) - ୨. Kākoḻi (See)
୩. ମହାଜ୍ୟୋତିଷ୍ମତୀ ଲତା (ହିନ୍ଦୀ - ଶବ୍ଦସାଗର) (ଦେଖ) - ୩. Mahājyotishmatī (See)

ଅନୁବାଦ

[ସମ୍ପାଦନା]

ଦେଶଜ - .ବିଶେଷଣ -

[ସମ୍ପାଦନା]
୧. ଧୀର; ସ୍ଥିର —୧. Calm.
୨. ଧୀରପ୍ରକୃତି ବିଶିଷ୍ଟ —୨. Mild; gentle.

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. ବିଶେଷଣ - (ସଂସ୍କୃତ - ଧୀରଂ)

[ସମ୍ପାଦନା]

ଧୀରେ; ଆସ୍ତେ — Slowly; gently.