ଧୀରେ ସୁସ୍ଥେ
ଦେଖଣା
ଧୀରେ ସୁସ୍ଥେ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧୀରେ ସୁସ୍ଥେ
|
ଦେଶଜ - କ୍ରି.ବିଶେଷଣ -
[ସମ୍ପାଦନା]- ୧. ଧୀରେ ଧୀରେ; ଆସ୍ତେ ଆସ୍ତେ — ୧. Slowly; gently.
- ୨. କ୍ରମଶଃ; କ୍ରମେ କ୍ରମେ — ୨. Gradually; by degree.
- ୩. ଅବସର କ୍ରମେ —୩. At one's leisure.