Jump to content

ଧୀରୋଦାତ୍ତ

ଉଇକିଅଭିଧାନ‌ରୁ

ଧୀରୋଦାତ୍ତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଧୀର+ଉଦାତ୍ତ=ଦୟାଳୁ)

[ସମ୍ପାଦନା]

ଆତ୍ମଶ୍ଳାଘାବର୍ଜିତ; ହର୍ଷ ବା ଶୋକଦ୍ୱାରା ଅନଭିଭୁତ; ବିନୟ ଓ ଅଙ୍ଗୋକାରପାଳନ ରତ (ନାୟକ)ଚ କାବ୍ୟ ନାଟକାଦି ବର୍ଣ୍ଣିତ ଯେଉଁ ନାୟକ ନିରଭିମାନ, ସାହସୀ ଓ ବଳବାନ୍, କ୍ଷମାଶୀଳ, ଦୟାଳୁ ଓ ବୀର ଆଟନ୍ତି — (a hero of a romance)Brave and noble minded.


[ ଦ୍ର—ବୀରରସପ୍ରଧାନ କାବ୍ୟ ବା ନାଟକର ଧୀରୋଦାତ୍ତ ନାୟକହିଁ ମୂଖ୍ୟ ନାୟକ ଅଟନ୍ତି(ହିନ୍ଦୀ - ଶବ୍ଦସାଗର) ===