Jump to content

ଧୀରୋଦ୍ଧତ

ଉଇକିଅଭିଧାନ‌ରୁ

ଧୀରୋଦ୍ଧତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - (ଧୀର+ଉଦ୍ଧତ)

[ସମ୍ପାଦନା]

ମାୟାବୀ, ଉଦ୍ଧତ, ଚଞ୍ଚଳ, ଓ ଆତ୍ମଶ୍ଳାଘାବିଶିଷ୍ଟ (ନାୟକ) — (a hero of a romance) Of a violent temper, vain, proud and pretending; though brave but haughty.

(ଯଥା—ମହାଭାରତରେ ଭୀମ ଧୀରେଦ୍ଧତ ନାୟକ)