ଧୀର ନାୟକ
କାବ୍ୟାଦିରେ ବର୍ଣ୍ଣିତ ସାହସୀ ନାୟକ ବିଶେଷ — A class of heroes of a romance who are noble and brave.
[ ଦ୍ର—ଧୀର ନାୟକମାନେ ଧୀରପ୍ରଶାନ୍ତ ବା ଧୀରଶାନ୍ତ, ଧୀର ଲଳିତ, ଧୀରୋଦାତ୍ତ ଏବଂ ଧାରୋଦ୍ଧତ ଏହି କେତେକ ଶ୍ରେଣୀରେ ବିଭକ୍ତ ]