ଧୀର ପ୍ରଶାନ୍ତ
ଦେଖଣା
ଧୀର ପ୍ରଶାନ୍ତ
ଉଚ୍ଚାରଣ
[ସମ୍ପାଦନା](ଧୀରଶାନ୍ତ—ଅନ୍ୟରୁପ)
ସଂସ୍କୃତ - ବିଶେଷଣ - ପୁଂ. (କର୍ମଧାରୟ; ଧୀର+ପ୍ରଶାନ୍ତ)
[ସମ୍ପାଦନା]- ୧. ବହୁବିଧ ସାମାନ୍ୟ ସୁଗୁଣବିଶିଷ୍ଟ ନାୟକ; ଦୟାଶୀଳ, ପୁଣ୍ୟବାନ, ସୁଶୀଳ ଓ ଗୁଣବାନ୍ ନାୟକ —୧. (a hero or lover of a romance) Endowed with many ordinary good qualities e.g. piety, kindness and good character.
- ୨. ସାହସୀ ଓ ପ୍ରଶାନ୍ତ (ନାୟକ) —୨. (a hero of a romace) Who is brave and calm.