Jump to content

ଧୀର ଲଳିତ

ଉଇକିଅଭିଧାନ‌ରୁ

ଧୀର ଲଳିତ

ଉଚ୍ଚାରଣ

[ସମ୍ପାଦନା]

ସଂସ୍କୃତ - ବିଶେଷଣ - ପୁଂ. (ଧୀର+ଲଳିତ)

[ସମ୍ପାଦନା]
୧. ମୃଦୁପ୍ରକୃତି, ନିଶ୍ଚିନ୍ତ ଏବଂ ନିରନ୍ତର ନୃତ୍ୟଗୀତାଦିରେ ଆସକ୍ତ (ନାୟକ); ପ୍ରଶାନ୍ତ ଅଥଚ ଆମୋଦପ୍ରିୟ (ବ୍ୟକ୍ତି) — ୧. (a hero of a romance) Of a mild and happy-go-lucky nature and fond of music and sports.
୨. ପ୍ରଶାନ୍ତ ଓ ସାହସୀ ଅଥଚ କୌତୁକପ୍ରିୟ — ୨. (a hero of a romance) Firm or brave but sportive or reckless.
୩. ଉଦାରମନାଃ ଓ ପ୍ରସନ୍ନଚିତ୍ତ (ନାୟକ) — ୩. Noble and cheerful (hero of a romance)