Jump to content

ଧୀସଖ

ଉଇକିଅଭିଧାନ‌ରୁ

ଧୀସଖ

ଉଚ୍ଚାରଣ

[ସମ୍ପାଦନା]

(ଧୀ ସଚିବ—ଅନ୍ୟରୁପ)

ସଂସ୍କୃତ - ବିଶେଷ୍ୟ - ପୁଂ. (ଧୀ+ସଖା)

[ସମ୍ପାଦନା]

ମନ୍ତ୍ରୀ; ଅମାତ୍ୟ — ୧. Minister; counseller.

୨. ପରାମର୍ଶ ଦାତା — ୨. An adviser; a consultee.