Jump to content

ଧୁଆ

ଉଇକିଅଭିଧାନ‌ରୁ

ଧୁଆ

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

=== ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବ୍ ଧାତୁରୁ ଧୌତ)

୧. ଧୌତ କରଣ; ଧୋଇବା କର୍ମ — ୧. Washing.

 : ଯେଉଁ ପାଛିଆରେ ଧୁଆ ଧୋଇ କାର୍ଯ୍ୟ ହୁଏ — ୨. A basket used to wash things.

[ ଦ୍ର—ଏ ଅର୍ଥରେ ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହେଇ ବ୍ୟବହୃତ ହୁଏ; ଯଥା—ଚାଉଳଧୁଆ, ଆଇଁଷଧୁଆ]

ଅନୁବାଦ

[ସମ୍ପାଦନା]
୩. (ସଂସ୍କୃତ - ଧ୍ରୁବକ) ଗୀତର ଘୋଷା; ଧ୍ରୁବକ — ୩. The refrain of a song; the burden of a song.

ଅନୁବାଦ

[ସମ୍ପାଦନା]

(କୋରା—ବିପରୀତ)

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଧୌତ —୧. Washed.
୨. ଯେଉଁ ଲୁଗା ବୁଣା ହେବା ପରେ ଥରେ ଧୁଆ ହୋଇ ସାରି ବିକ୍ରି ହୁଏ — ୨. Bleached (cloth)
୩. (ଅନ୍ୟ ଶବ୍ଦ ସଙ୍ଗେ ଯୁକ୍ତ ହୁଏ; ଯଥା—ଗୋଡ଼ିଧୁଆ ପାଣି; ଚାଉଳ ଧୁଆ ପାଣି)—ଯେଉଁ ପାଣିରେ କୌଣସି ବସ୍ତୁ ଧୌତ ହୋଇଥାଏ —୩. (the water) With which something is washed.
୪. (ଅନ୍ୟ ଶବ୍ଦ ସଙ୍ଗେ ହୁଏ; ଯଥା—ଗୋଡ଼ଧୁଆ କଂସା; ମୁହଁଧୁଆ କୁଣ୍ଡ) ଯେଉଁ ପାତ୍ର କୌଣସି ଦ୍ରବ୍ୟ ବା ଅଙ୍ଗ ଧୋଇବା ପାଇଁ ବ୍ୟବହୃତ ହୁଏ — ୪. (pot or vessel) Which is used for the purpose of washing something.