ଧୁଆଁ ଧୁଇଁ
=== ଦେଶଜ - ବିଶେଷଣ - (ସଂସ୍କୃତ - ଧାବ୍ ଧାତୁ)
ଦୌଡ଼ାଦୌଡ଼ି; ଇତସ୍ତତଃ ଧାଇଁବା —Running about.
ଯେଥୁଁ ବାଜିପାଳମାନ ଚିଆଇଁ ଅତି ଆରତେ ହୋଇ ଧୁଆଁ ଧୁଆଁ ପ୍ରତାପ. ଶଶିସେଣା
ଦୌଡ଼ିବା —Running.