Jump to content

ଧୁଆଇଁବା

ଉଇକିଅଭିଧାନ‌ରୁ

ଧୁଆଇଁବା

ଉଚ୍ଚାରଣ

[ସମ୍ପାଦନା]

(ଧୁଆଁଇବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - କ୍ରି. (ଧାଇଁବାର ଣିଜନ୍ତରୁପ)

[ସମ୍ପାଦନା]
୧. ଦଉଡ଼ାଇବା; ଧାବମାନ କରାଇବା — ୧. To cause to run.

ତାହାର ପଛେ ପଛେ ରଥକୁ ଧୁଆଁଇ କୃଷ୍ଣସିଂହ. ମହାଭାରତ. ବନ

୨. (ଧୋଇବାର ଣିଜନ୍ତ ରୁପ) ଧୌତ କରାଇବା — ୨. To cause to be washed.