Jump to content

ଧୁଆ ଧରିବା

ଉଇକିଅଭିଧାନ‌ରୁ

ଧୁଆ ଧରିବା

ଉଚ୍ଚାରଣ

[ସମ୍ପାଦନା]

ଅନୁବାଦ

[ସମ୍ପାଦନା]

(ଧୁଆଦେବା—ଅନ୍ୟରୂପ)

ଦେଶଜ - କ୍ରି. (ସଂସ୍କୃତ - ଧ୍ରୁବକ+ଧୃ ଧାତୁ)

[ସମ୍ପାଦନା]
୧. ପ୍ରଧାନ ଗାୟକ ଗୀତର ଅନ୍ୟ ପଦ ମାନ ଗାଇ ସାରିବା ପରେ ତାହାର ସହକାରୀମାନେ ଗୀତର ଘୋଷାକୁ ବାରଂବାର ଗାଇବା —To repeat the refrain of a song.
୨. (ଲକ୍ଷଣାର୍ଥ) କୌଣସି ବିଷୟକୁ ବାରଂବାର କହିବା — ୨. (Figurative) To repeat a thing several times; to say the same thing repeatedly.
୩. (ଲକ୍ଷଣାର୍ଥ) କୌଣସି ବ୍ୟକ୍ତିର କଥିତ ବିଷୟକୁ ସମର୍ଥନ କରିବା —୩. (figurative) To support a person's proposal.