ଧୁଆ ଧୋଇ
ଦେଖଣା
ଧୁଆ ଧୋଇ
ଉଚ୍ଚାରଣ
[ସମ୍ପାଦନା]ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଧୁଆ ଧୋଇ
|
ଧୁଆପଖାଳ, ଧୋପଖାଳଅନ୍ୟରୂପ
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଧାବ୍ ଧାତୁ)
[ସମ୍ପାଦନା]- ୧. ଦେହାଦିକୁ ଉତ୍ତମରୁପେ ଧୋଇବା କ୍ରିୟା —୧. Thorough washing of the body.
- ୨. ଗାଧୋଇବା; ସ୍ନାନ —୨. Bath; ablution.
- ୩. ବହୁବାର ଧୋଇବା କର୍ମ — ୩. Repeated washing.
- ୪. ଘରର ତଳି ଓ ଅନ୍ୟାନ୍ୟ ଅନେକ ବସ୍ତୁ ଧୋଇବା କର୍ମ — ୪. Washing of the floor and of many other things.