ଧୁଆ ମୁଁହ
(ଅଧୁଆ ମୁହଁ—ବିପରୀତ)
ସକାଳୁ ଉଠି ଧୋଇଥିବା ମୁହଁ; ଶଯ୍ୟା ତ୍ୟାଗ ପରେ ପ୍ରକ୍ଷାଳିତ ମୁଁହ —The face washed after rising from one's bed in the morning.