ଧୁଆ ମୁଗ
ଦେଖଣା
ଧୁଆ ମୁଗ
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - ବିଶେଷ୍ୟ -
[ସମ୍ପାଦନା]ପାଣିରେ ବତୁରା ହୋଇ ନରମ ହେଲା ପରେ ଚୋପା ଛଡ଼ା ଯାଇଥିବା ମୁଗ —Split moong moistened for some time in water and then washed and freed from the chaff and become made soft.
[ ଦ୍ର—ଏହା ସିଦ୍ଧ ନ ହୋଇ ମଧ୍ୟ ଏକ ପ୍ରକାର ସୁଖାଦ୍ୟ ବୋଲି ବିବେଚିତ ହୁଏ; ବ୍ରତ ଧାରୀ ମାନେ ଏହା ଖାଆନ୍ତି]