ଧୁଆ ଯିବା
ଦେଖଣା
ଧୁଆ ଯିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଧୁଆ ଯିବା
|
(ଧଆ ହେବା—ଅନ୍ୟରୂପ)
ଦେଶଜ - କ୍ରିୟାପଦ - (ସଂସ୍କୃତ - ଧାବ୍ ଧାତୁ; ଧୋଇବା କ୍ରିୟାର କର୍ମବାଚ୍ୟ ରୂପ)
[ସମ୍ପାଦନା]ଧୌତ ହେବା — (passive voice of the verb to wash)To be washed.
ଦେଶଜ - ବିଶେଷଣ -
[ସମ୍ପାଦନା]- ୧. ଯାହା ଧୁଆ ଯାଇଅଛି — ୧. Already washed.
- ୨. ଯାହାକୁ ଧୋଇବାର ସ୍ଥିର କରାଯାଇଛି — ୨. That which has to be washed.