Jump to content

ଧୁକ୍ଧୁକି

ଉଇକିଅଭିଧାନ‌ରୁ

ଧୁକ୍ଧୁକି

ଉଚ୍ଚାରଣ

[ସମ୍ପାଦନା]

(ଧୁକୁ ଧୁକି—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ହୃତପିଣ୍ଡ (ଯାହା ଧୁକ୍— ଧୁକ୍ ହୁଏ); କଲିଜା —୧. Heart.
୨. କଣ୍ଠହାର ଆଦିର ମଝିରୁ ଓହୋଳିଥିବା ଝୁଲ —୨. A pendant or locket hanging from the middle of a necklace.