Jump to content

ଧୁକ୍ପୁଚ୍

ଉଇକିଅଭିଧାନ‌ରୁ

ଧୁକ୍ପୁଚ୍

ଉଚ୍ଚାରଣ

[ସମ୍ପାଦନା]

(ଧୁକୁପୁଚୁ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଉଦ୍ୱିଘ୍ନ; ଅସ୍ଥିର (ମନ) — ୧. Anxious (heart).
୨. ସନ୍ଦେହାନ୍ଦୋଳିତ; ସନ୍ଦେହରେ ପଡ଼ି ଇତସ୍ତତଃ (ହୃଦୟ) —Dobious; hesitating (heart).

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. ମନର ସନ୍ଦେହ —୧. Doubt; hesitation.
୨. ଉଦ୍ୱେଗ —୨. Anxity.