Jump to content

ଧୁକ୍ ଧୁକ୍

ଉଇକିଅଭିଧାନ‌ରୁ

ଧୁକ୍ ଧୁକ୍

ଉଚ୍ଚାରଣ

[ସମ୍ପାଦନା]
  • (file)

ଅନୁବାଦ

[ସମ୍ପାଦନା]

(ଧୁକୁ ଧୁକୁ—ଅନ୍ୟରୂପ)

ଦେଶଜ - ଅ. (ଧ୍ୱନ୍ୟନୁକରଣ)

[ସମ୍ପାଦନା]
୧. ହୃତ୍ପିଣ୍ଡର ଧୀର ସ୍ପନ୍ଦନ; କ୍ଷୀଣ ସ୍ପନ୍ଦନ —୧. Feeble palpitation of the heart.
୨. କ୍ଷୀଣ ଭାବରେ ନିଶ୍ୱାସ ପ୍ରଶ୍ୱାସ ନେବା — ୨. Feeble breathing or panting.

[ ଦ୍ର—ଧକ୍ଧକ୍ ଠାରୁ ଧୁକ୍ଧୁକ୍ କ୍ଷୀଣତର ]