Jump to content

ଧୁକ୍ ଧୁକ୍ ହେବା

ଉଇକିଅଭିଧାନ‌ରୁ

ଧୁକ୍ ଧୁକ୍ ହେବା

ଉଚ୍ଚାରଣ

[ସମ୍ପାଦନା]

(ଧୁକୁ ଧୁକୁ ହେବା—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

(ଧୁକ୍ଧୁକେଇବା—ଅନ୍ୟରୂପ)

=== ଦେଶଜ - କ୍ରି. (ଧ୍ୱନ୍ୟନୁକରଣ)

୧. ସନ୍ଦେହ ବା ଭୟରେ (ହୃଦୟ) ଅତି କ୍ଷୀଣ ଭାବରେ ସ୍ପନ୍ଦିତ ହେବା; ଦୁକୁଦୁକୁ ହେବା —୧. (the heart) To throb very feebly through fear or doubt.
୨. ଅତି କ୍ଷୀଣ ଭାବରେ ନିଶ୍ୱାସ ନେବା ଓ ଛାଡ଼ିବା — ୨. To breathe very feebly.
୩. ପ୍ରାଣ ଯିବା ପୂର୍ବରୁ ଅତି କ୍ଷୀଣ ଭାବରେ ନିସ୍ୱାସ ମାରିବା —୩. To breathe very feebly before death.