Jump to content

ଧୁଡ଼ୁକି

ଉଇକିଅଭିଧାନ‌ରୁ

ଧୁଡ଼ୁକି

ଉଚ୍ଚାରଣ

[ସମ୍ପାଦନା]
  • (file)
  • (file)

ଅନୁବାଦ

[ସମ୍ପାଦନା]

(ଧୁଡ଼କି—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଧ୍ୱନ୍ୟନୁକାରୀ)

[ସମ୍ପାଦନା]

ବାଦ୍ୟଯନ୍ତ୍ରବିଶେଷ — A kind of musical instrument.

[ଦ୍ରଷ୍ଟବ୍ୟ —ଗୋଟିଏ ବଡ଼ ନଳର ଗୋଟିଏ ମୁଁହରେ ବନ୍ଧାଥିବା ଚମଡ଼ାର ମଝିରେ ଗୋଟିଏ ଛିଦ୍ର ହୋଇ ତହିଁରେ ଖଣ୍ଡିଏ ତନ୍ତୁମୟ ସୂତ୍ର ଲାଗି— ଥାଏ ଓ ଉକ୍ତ ତନ୍ତୁର ଗୋଟିଏ ମୁଣ୍ଡ ସେ ଛିଦ୍ରରେ ଚମଡ଼ାରେ ସଂଲଗ୍ନ ଥାଏ ଉକ୍ତ ନଳକୁ ବାଆଁ କାଖରେ ଯାକି ସୂତାର ମୁକୁଳା ମୁଣ୍ଡକୁ ବାଁ ହାତରେ ଟାଣି ଧରି ଡାହାଣ ହାତର ଆଙ୍ଗୁଠିଦ୍ୱାରା ସେ ସୂତାକୁ ବଜାଇଲେ ଟଙ୍ଗ୍ ଟଙ୍ଗ୍ ବା ଧୁଡ଼ଧୁଡ଼ ଶବ୍ଦ ହୁଏ କେଳାମାନେ ଗୀତ ବୋଲି ଗୀତାର ତାଳ ଅନୁସାରେ ଏହି ଯନ୍ତ୍ର ବଜାନ୍ତି]

ଦେଶଜ - ବିଶେଷଣ -

[ସମ୍ପାଦନା]
୧. ଭଙ୍ଗା —୧. Broken.
୨. ଧୁଡ଼ୁକା; ହୁଗୁଳା; ନଡ଼ନଡ଼ିଆ — ୨. Slackened; loose.