ଧୁଡ଼ୁଧୁଡ଼ୁ
ଦେଖଣା
ଧୁଡ଼ୁଧୁଡ଼ୁ
ଉଚ୍ଚାରଣ
[ସମ୍ପାଦନା](ଧୁଡ଼ଧୁଡ଼, ଧଡ଼୍ଧଡ଼୍—ଅନ୍ୟରୂପ)
ଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
[ସମ୍ପାଦନା]ଦେଶଜ - ଅ
[ସମ୍ପାଦନା]- ୧. ଧୁଡ଼ଧଡ଼ଠାରୁ କ୍ଷୀଣତର ଶବ୍ଦ — ୧. Sound less loud than Dhaṟḍ̠a dhaṟḍ̠a.
- ୨. ଚଞ୍ଚଳ ଓ ନିସ୍ତବ୍ଧଭାବରେ — ୨. Quickly and silently.
- ୩. ଲୋଳିତ —୩. Wrinkled; hanging loosely.
(ଯଥା—ସେ ବୁଢ଼ା ହୋଇ ଯିବାରୁ ତା ଚମ ଧୁଡ଼ୁଧୁଡ଼ୁ ହୋଇ — ଗଳାଣି)