ଧୁଣ୍ଡିବା
ଦେଖଣା
ଧୁଣ୍ଡିବା
ଉଚ୍ଚାରଣ
[ସମ୍ପାଦନା]ଅନୁବାଦ
[ସମ୍ପାଦନା]ଦେଶଜ - କ୍ରି. (ସଂସ୍କୃତ - ଢୁଂଢନ)
[ସମ୍ପାଦନା]- ୧. ଖୋଜିବା — ୧. To search; to seek.
- ୨. ଅଣ୍ଡାଳିବା —୨. To grope after a thing in the dark.
- ୩. କୌଣସିବସ୍ତୁ ଖୋଜିବାପାଇଁ ଅନେକ ଆଡ଼ ବୁଲିବା — ୩. To roan about in search of a thing.
- ୪. ଉଦ୍ଦେଶ୍ୟବିହୀନ ହୋଇ ନାନାଦିଗ ବୁଲିବା — ୪. To roam aimlessly.