Jump to content

ଧୁନନ

ଉଇକିଅଭିଧାନ‌ରୁ

ଧୁନନ

ଉଚ୍ଚାରଣ

[ସମ୍ପାଦନା]

(ଧୁନନ—ଅନ୍ୟରୁପ)

ସଂସ୍କୃତ - ବିଶେଷ୍ୟ - (ଧୃ ଧାତୁ=କମ୍ପିବା+ଣିଚ୍=ଧୁନି ଧାତୁ+ ଭାବ. ଅନ)

[ସମ୍ପାଦନା]
୧. ଆନ୍ଦୋଳନ; କମ୍ପାଇବା — ୧. Shaking.
୨. ଚାଳନ —୨. Moving.
୩. ଶବ୍ଦ କରିବା —୩. Sounding.