Jump to content

ଧୁନି

ଉଇକିଅଭିଧାନ‌ରୁ

ଧୁନି

ଉଚ୍ଚାରଣ

[ସମ୍ପାଦନା]

(ଧୁନୀ—ଅନ୍ୟରୂପ)

ଅନୁବାଦ

[ସମ୍ପାଦନା]

ସଂସ୍କୃତ - ବିଶେଷ୍ୟ - (ଧୂ ଧାତୁ= କମ୍ପିବା+ସଂଜ୍ଞାର୍ଥେ. କର୍ତ୍ତୃ. ନି)

[ସମ୍ପାଦନା]

ନଦୀ — River.

ଦେଶଜ - ବିଶେଷ୍ୟ -

[ସମ୍ପାଦନା]
୧. (ସଂସ୍କୃତ - ଧ୍ୱନି)—୧ ଶବ୍ଦ — ୧. Sound.

ଶଙ୍ଗ ମହୁରୀ ଧୁନିରେ ହୋଇଛି ପ୍ରଧାନ ଭଞ୍ଜ କୋଟିବ୍ରହ୍ମାଣ୍ଡ ସୁନ୍ଦରୀ

୨. ବୈଷ୍ଣବମାନଙ୍କର ପଙ୍ଗତରେ ବସିବା ସମୟରେ ଦେବତା ବା ଭକ୍ତମାନଙ୍କ ନାମ ଧରି କରିବା ଜେଜେକାର — ୨. The simultaneous recital of the names of Deities and saints and famous doners or thanks-giving made by B&aline;i̱shṇabas assembled at a feast before partaking of it.

ଅନୁବାଦ

[ସମ୍ପାଦନା]
୩. (ସଂସ୍କୃତ - ଧୂମ) ବୈଷ୍ଣବମାନଙ୍କ କାଠମୁଣ୍ଡିଆରେ ନିଆଁ ଲଗାଇ ନିଜ ନିଜ ଆସନ ଆଗରେ ଜାଳିବା ଅଗ୍ନିରସ୍ତୂପ — ୩. Heap of fire lighted by ascetics near their seats.